STORYMIRROR

Neelima Nivedita Behera

Romance

3  

Neelima Nivedita Behera

Romance

ମୁଁ ପାରିବି

ମୁଁ ପାରିବି

1 min
13.2K


ମରିବାକୁ ମୁଁ ରାଜି

ତୁମେ ମାରିପାରିଲେ ହେଲା...

ମାରି ପାରିବନି ବୋଲି ତ

ଏ ସହରଟା ସାରା ହୋହାଲ୍ଲା !

ପ୍ରେମିକ ନୁହେଁ, ରସିକ ନୁହେଁ

ନୁହେଁ ବି ତୁମେ ସେ ପିଆଲା...

ଯାହାକୁ ପିଇ ମରି ମୁଁ ପାରିବି

ପଛେ ନହୁଅ ତୁମେ ଦିଲୱାଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance