STORYMIRROR

Purnima Prusty

Romance

3  

Purnima Prusty

Romance

ମୁଁ ନୁହେଁ ତୁମର

ମୁଁ ନୁହେଁ ତୁମର

1 min
109


ତୁମ ପାଇଁ ପ୍ରେମ ମୋର

ସୀମା ହୀନ ସାଗର

ହେବା ପାଇଁ ଇଛା ମୋର

ରାଣୀ ତୁମ ହୃଦୟର...

ନୀତି ଖୋଜେ ମନ ମୋର

ଉତ୍ତର ଏକ ପ୍ରଶ୍ନର

ତୁମ ପାଇଁ ଝୁରେ କାହିଁ

କି ସମ୍ପର୍କ ଆମର ???...

ହେବା ପାଇଁ ଦେବି ନାହିଁ

ତୁମକୁ କେବେ ଅନ୍ୟର

ପୁଣି ମନ କହିଯାଏ

କି ଅଛି ମୋ ଅଧିକାର...

ହୃଦୟ ମୋ ତୁନି କୁହେ

ତୁମେ ନୁହେଁ ମୋହର

ସାରା ଦୁନିଆ ଟା କହେ

ମୁଁ ନୁହେଁ ତୁମର...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance