Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Kumar Tripathy

Romance

4  

Prafulla Kumar Tripathy

Romance

ମୁଁ କବି ତୁମେ କବିତା

ମୁଁ କବି ତୁମେ କବିତା

1 min
295


ମୁଁ କବି 

ତୁମେ କବିତା

ମୁଁ ପ୍ରେମିକ 

ତୁମେ ମୋ ପ୍ରେମିକା

ଲେଖୁଛି ଆଜି ପ୍ରେମର କବିତା

ମୁଁ ତୁମ ମଥାର ଟିକିଲି

ଆଖିର କଜଳ

ପାଦେ ତୁମ ଅଳତା

ପ୍ରିୟାଥିଲ ତୁମେ ଲାଜକୋଳି ଲତା ା

ତୁମେ ଥିଲ ସପ୍ତରଙ୍ଗର ଫଗୁଣ

ମୁଁ ଥିଲି ଏକ ପାଗଳ ଭ୍ରମର

ତଥାପି ଲେଖେ ତୁମପାଇଁ କବିତା l

ମୋ କବିତାର ତୁମେ ସିନା ନାୟିକା

ହେଲେ କିଏ ସେ ନାୟକ

ଆଜିବି ମୁଁ ଜାଣିପାରେନା l

ମୋ କବିତାର ତୁମେ ଚିତ୍ରପଟ

ମୁଁ ତାର ଚିତ୍ରକର

ତୁମେ ସମୁଦ୍ରର ବତୀଘର

ମୁଁ ଦିଗହରା ନାବିକ l

ତୁମେ ମୋ ନାୟିକା ଯୁଗ ଯୁଗର

ମୁଁ ତୁମ ନାୟକ ଜନ୍ମ ଜନ୍ମାନ୍ତର l



Rate this content
Log in

Similar oriya poem from Romance