STORYMIRROR

Liza Senapati

Tragedy

4  

Liza Senapati

Tragedy

ମୁଁ ହସର ମାଲିକ୍

ମୁଁ ହସର ମାଲିକ୍

1 min
23.4K

ମୁଁ କଳାକାର ଏକ,

କଳା ମୋର ସଭିଙ୍କ ହସ,

ହସି ହସେଇବା ଧର୍ମ ମୋର,

କେହି କେବେ ଦେଖିନାହିଁ 

ଆଖିରେ ମୋ ଲୁହ।

କାହିଁକିନା ମୁଁ ଜୋକର,

ଛାତିରେ କୋହ ସାଇତି

ହସିବା ଯାଇଚି ଶିଖି,

ସଭିଙ୍କୁ ସିନା ହସାଏ ମୁଁ,

ନିଜ ପାଇଁ କେବେ ହସିନାହିଁ,

ମନଭରି କେବେ କାନ୍ଦି ମୁଁ ନାହିଁ,

ମୁଁ ନୁହେଁ କାହା ଆପଣାର,

ହେଲେ ସଭିଏଁ ମୋ ନିଜର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Tragedy