STORYMIRROR

Dharitri Mallick

Romance

3  

Dharitri Mallick

Romance

ମୁଁ ଏକ ଲାଜକୋଳି ଲତା !!

ମୁଁ ଏକ ଲାଜକୋଳି ଲତା !!

1 min
480


ମୁଁ ଏକ ଲାଜକୋଳି ଲତା ଟିଏ

ଚାହିଁଦେଲେ ଯିଏ ଲାଜେଇ ଯାଏ

ସେ ପୁଣି ଭଲ ପାଏ କେମିତି ଏତେ

ଚାହିଁ ପାରେନା ଲାଜେ ଯାଏ ମୁହଁ ନଇଁ

କହୁଛ ତୁମେ ,ଦେଖ ମୋତେ ହୃଦୟ ଭରି

କେମିତି ଦେଖିବି କୁହ ତୁମେ

ଆଖି ଚାହେଁ ମନ ବି ଚାହେଁ

ବନ୍ଦ କରନ୍ତ ଯଦି ଆଖି ତୁମେ

ଦେଖନ୍ତି ତେବେ ତୁମକୁ ମୋ ମନ ଭରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance