Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ମୁଁ ଦାଦନ କହୁଛି

ମୁଁ ଦାଦନ କହୁଛି

1 min
186



ଯାଇଥିଲି ଜୀବନର ସଂଧାନରେ

ଫେରିଲି

କିଛିଟା ପରିବର୍ତ୍ତନ ଆଶାରେ, ଆକାଂକ୍ଷିତ

ସ୍ଵପ୍ନର ସ୍ଵର୍ପୂଳ ଆଭାରେ ନୂତନ ଅରୁଣିମାରେ

ଜୀବନର ନିଷ୍ଣୁରତମ ସତ୍ୟଟିକୁ ବୁଛିବା ପାଇଁ

ନିଜର ଓ ପରିବାର ବର୍ଗର କ୍ଷୁଧା ମେଣ୍ଟାଇବା ପାଇଁ

ମୁଁ ସାଜିଥିଲି ଦାଦନ ନିୟତିର କୁର ପରିହାସରେ,ଅଟ୍ଟହାସ୍ୟରେ

କେବଳ ଖାଦ୍ୟ ମୁଠାଏ ବଦଳରେ ପାଇଥିଲି

ନିର୍ଯ୍ୟାତନା, ନିଷେଷଣ ଓ ନିଷ୍ଣୁରତାର ଗିଫ୍ଟଚେକ୍

ଘରକୁ ପଇସା ପଠାଇବା ଦୂର

ନିଜର ସାମାନ୍ୟତମ ଆବଶ୍ୟକତା

ମେଣ୍ଟାଇ ନ ପାରିବାରୁ

ଜଙ୍ଗଲ ରେ ହେଟା ବାଘ ମାନେ ଦଉଡି ଯିବାରୁ

ଗୋଛିକଟ୍ୟକ ଗର୍ଜନରେ ମୁଁ ସାଜିଲି ନୀଳକଣ୍ଠ 

ଆକୁଣ୍ଠ ବୈଷମ୍ୟର ବିଷପାନ କରି

ଫେରିଆସିଲି ଧରିତ୍ରୀ ମା’ର କୋଳକୁ ଭିଟାମାଟିକୁ

ଶବଟିଏ ହୋଇ ଫେରି ଆସିଲି ଦାଦନର ଜଙ୍ଗଲକୁ ।



Rate this content
Log in

Similar oriya poem from Classics