STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ମଉଳା ମନ

ମଉଳା ମନ

1 min
37


ମଉଳା ମନରେ ବଉଳ ଫୁଟେନା ମନ ରହେ ସଦା

ହୋଇ ଯାଏ ବିରସ ଭରା

ଲାଗେ କିଏ ଭାଙ୍ଗି ଦେଇଛିକି

ସତେ ମନର ସିନ୍ଦୁକ ରହିଛି

  ହୋଇ ଉଜୁଡା

‌ମରି ଯାଏ ମନ ମଉଳା

ପୁଲର ପାଖୁଡାଟି ପରି

ପଡିଛି କି ଝରି,

 ହୋଇ ଅଛି ବୃନ୍ତଚ୍ୟୁତା

ମରି ଯାଇଥାଏ ମନ

ମଉଳି ପଡଇ ମୁଖର ଚେହେରା 

ବଳେ ନାହିଁ ମନ କରିବାକୁ

କାମ ଲାଗିଥାଇ ନୁଖୁରା ନୁଖୁରା

ବଣ ପୋଡି ଗଲେ 

 ସବୁ ଦେଖି ଥାନ୍ତି

ମନ ପୋଡିଗଲେ

 କିଏ ଦେଖନ୍ତି ନାହିଁ

ଏ କଥାଟି ସଦା ସତ୍ୟ

ହୁଏ ନା କେବେ ଅନ୍ୟଥା

ମନ ଆଉ ବୋଲ ମାନେନା

କଥା କହିବାକୁ ଲାଗେନାହିଁ

    ଆଉ ଇଚ୍ଛା


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational