STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ଦୁଇଟି କବିତା ଜୀବନ

ଦୁଇଟି କବିତା ଜୀବନ

1 min
263

ଦୁଇଟି କବିତା,,,,


ଜୀବନ,,,,,


 ଜୀବନଟା ନୁହେଁ ଖେଲଘର ବନ୍ଧୁ

   ଖେଳ ନାହିଁ ତା ସାଥୀରେ

ଖେଳୁ ଖେଳୁ ଖେଳ ବୁଡ଼ିଯିବ ବେଳ

  ନ ଫେରିବ ଆଉ ଥରେ।


ସ୍ବପ୍ନ,,,,,,,,


ସପନ ଦେଖିବା ମନା ନାହିଁ

ଦିନ ରେ ସପନ ଦେଖ ନାହିଁ

  ବୃଥା ସପନ ରେ ଦିନ ସରିଯିବ

ବିଶ୍ୱାସ ରେ ବିଷ ଦିଅ ନାହିଁ

  ଏପରି କରିଲେ ଜାଣି ଥାଅ ବନ୍ଧୁ

ଈଶ୍ୱର ବି କ୍ଷମା ଦେବେ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational