STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ସମୁଦ୍ର ଆସୁଛି ମାଡି

ସମୁଦ୍ର ଆସୁଛି ମାଡି

1 min
245

କବିତା(ସମୁଦ୍ର ଆସୁଛି ମାଡି)

ବେଳ ଯାଏ ଗଡି ଗଡି

ସମୁଦ୍ର ଆସୁଛି ମାଡି

କେବେ ବାତ୍ୟା ରୂପ ଧରି ପ୍ରଳୟ କରେ

କେବେ ସୁନାମି ରୂପେ ଆସି ବିନାଶ କରେ

ସମୁଦ୍ର ତାର କୁଳ ଲଙ୍ଘୁଛି

ଜନ ଜୀବନ ର କ୍ଷତି କରୁଛି

ସମୁଦ୍ର ମାଡି ଆସିଲେ ଲୋକେ ହୁଅନ୍ତି

ଭୟ ଭୀତ

ବିଜ୍ଞାନ ଯୁଗରେ ଆଗୁଆ ଜାଣି ହୁଅନ୍ତି

ସୁରକ୍ଷିତ

ସମୁଦ୍ର ଏବେ ଦିନକୁ ଦିନ ଅଶାନ୍ତ ହେଉଛି

ମହା ବିପଦ ହୋଇ ସେ ମାଡି ଆସୁଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational