STORYMIRROR

Manaswinee Dash

Tragedy

3  

Manaswinee Dash

Tragedy

ମୁକ୍ତି

ମୁକ୍ତି

1 min
169

ମୁକ୍ତି, 

କୋଇଥିରୁ ପାଇବ ମୁକ୍ତି, 

କଣ ବଜାରରେ କେଇ ଟନ୍କାରେ ମିଳିବ?

ନାରୀ ଜୀବନ ପାଇଛ, 

ଭୁଲି ଯାଅ ସେଇ ମୁକ୍ତି, 

ତୁମ ଜୀବନରେ ଅଛି ଖାଲି ତ୍ୟାଗ ଓ ଚୁକ୍ତି। 


ପାଠପଢା ସହ କଲ ଚୁକ୍ତି, 

ଚାକିରି ସହ ବି କଲ ଚୁକ୍ତି, 

ବନ୍ଧୁନ୍କ ସହ ଚୁକ୍ତି, 

କରି ଚାଲିଲ ଜୀବନ ଯାକ ଚୁକ୍ତି, 

ପୁଣି ତୁମେ ଆଶା କରୁଛ ମୁକ୍ତି!



ଜୀବନରେ ତୁମକୁ ଚୁକ୍ତି ପାଇଁ ଅଛ, 

ଏତେ ସହଜରେ କିପରି ମୁକ୍ତି ପାଇବ, 

ଜଂଜାଳ ସବୁ ସେପରି ଚାଲିବ ହେଲେ 

ତୁମେ ମୁକ୍ତି ନ ପାଇବ, 

ତୁମେ ଯଦି ମୁକ୍ତି ପାଇଯିବ କିଏ ସନ୍ତେଇ ହବ। 






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy