Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gitanjali Pujapanda

Classics Others

3  

Gitanjali Pujapanda

Classics Others

ମୁକ୍ତି ବନ୍ଧନ

ମୁକ୍ତି ବନ୍ଧନ

1 min
196


ମୁକ୍ତି ର ବନ୍ଧନ ରେ ବାନ୍ଧିଦିଅ

ମତେ ଆହେ ମହାମାୟା।

ସବୁ ଦୁଃଖ,ସଂତାପ  ଦୂର

କର ହେ ଯୋଗମାୟା।

ହେ ଗତି ମୁକ୍ତି ର ଦାତ୍ରି ଦିଅ 

ମାତା ସବୁ ବନ୍ଧନ ରୁ ମୁକ୍ତି ।

ବାନ୍ଧି ନିଅ ମତେ ମୁକ୍ତି ବନ୍ଧନ ରେ 

ଶୂନ୍ୟ ରେ ତୁମ ହୃଦୟ ସହିତ ।

ମୋ ହୃଦୟର ବନ୍ଧନ ଯେ ହେଉ

ଲୋଡ଼ା ନାହିଁ କିଛି ଧନ ,ଜନ,ଯଶ

ମିଛ ମାୟା ମୋହ କରୁଛି ସଭି ଙ୍କୁ 

ଗ୍ରାସ ,ହେଲେ ତୁମେ ଦେଲେ ଆଶିଷ 

ମୋ ମନମନ୍ଦିର ଖୁସିରେ ନାଚିବ

ତୁମ ବଡ଼ପଣ ର ଡିଣ୍ଡିମ ବାଜିବ।

ଆହେ ଜଗତ ଜନନୀ ଶିଵପ୍ରିୟା

ଡାକୁଛି ତୁମ କୁ ଯୋଡି ଦୁଇ ହସ୍ତ

ଦିଅ ଆଶିଷ ବାରିଧାରା ତୁମ ଭକ୍ତଜନଙ୍କ 

ଉପରେ ବରଷୁ ଦିବାନିଶି ।



Rate this content
Log in

Similar oriya poem from Classics