STORYMIRROR

Ranjita Das

Tragedy

3  

Ranjita Das

Tragedy

ମୁକ୍ତ ଆକାଶର ବିହଙ୍ଗ

ମୁକ୍ତ ଆକାଶର ବିହଙ୍ଗ

1 min
183

ଜଞ୍ଜିରରେ ବନ୍ଧା ପାଦ ଆଜି ମୁକୁଳିବାକୁ ଚାହେଁ, 

ଜଞ୍ଜିରକୁ ଛାଡି ପାଦ ଚାନ୍ଦି ପାଉଁଜିକୁ ଚାହେଁ,


ଘର ଚାରି କୋଣରେ ବନ୍ଦୀ ଥିବା ସେ ନାରୀ 

ଏକ ନୂଆ କାହାଣୀ ଲେଖିବାକୁ ଚାହେଁ,


ନିଜ ଦିଗହରା ସ୍ବପ୍ନକୁ ଏକ ନୂଆ ଦିଗ ଦେବାକୁ ଚାହେଁ,

ଏକ ବନ୍ଦୀର ଜୀବନ ନୁହେଁ ବରଂ ସେ ମୁକ୍ତ ଆକାଶରେ 

ଉଡିବାକୁ ଚାହେଁ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy