STORYMIRROR

Gunanidhi Samal

Tragedy

3  

Gunanidhi Samal

Tragedy

ଛିନ୍ନ ବୀଣାର ସ୍ୱର

ଛିନ୍ନ ବୀଣାର ସ୍ୱର

1 min
287

ଯାଉଛି ମୁଁ" ଛାଡି

ଏଇ ଘର ବାଡି

କେଉଁ ଅଜଣା ଦେଶକୁ

ଗଲେ ଜୀବ ଯାଉ

ଫେରିିିବିନି ଆଉ

କେବେ ତୁୁୁମ ଅଗଣାକୁ ।

ଜାଳିିବିନି କେବେ

ସଞ୍ଜବତୀ ଭବେ

ବସି ଚଉରା ମୂଳରେ

ମାଗିିିବିନି କିଛି

ମଙ୍ଗଳ ମନାସି

ଓଢଣା ଟାଣି ମୁୁଣ୍ଡରେ ।

ବାତାୟନ ପାଶେ

ଅନାଇ ଆକାଶେ

ଜଗିବିନି ଦିନେ ବାଟ

ଲୁହର ଦିପାଳୀ

ପାରିିିବିନି ଜାଳି

ପୁରିଗଲେ ଯାଉ ଘଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy