STORYMIRROR

Manaswinee Dash

Fantasy Others

3  

Manaswinee Dash

Fantasy Others

ମୁଖା

ମୁଖା

1 min
209


ଆଜିକାଲିକା ଝିଅ, 

ମୁହଁରେ ଯାହା ଦିଶନ୍ତି ସତରେ ତାହା ନୁହଁ, 

ମିଛ କରନ୍ତି କି କରନ୍ତି ଅଭିନୟ, 

ସେମାନେ ପିନ୍ଧନ୍ତି ମୁଖା ମିଛ କହୁଛି କି କୁହ। 


କେବେ ମୁଖା ଅଦୃଶ୍ୟ ତ ପୁଣି କେବେ ଦୃଶ୍ୟମାନ, 

କେବେ ୟା ପାଇଁ ଲୋକେ ଜୀବନ, 

କେବେ ବଦଳିଯାଏ ମନ, 

ଧନ୍ଯ ହେ ଆଜିକାଲି ର ନାରୀ ଚଳଣି। 


ମେଦ ବହୁଳତାର ଶିକାର ହୋଇ, 

ମୁହଁ କୁ ମୁଖାରେ ଦିଅନ୍ତି ଲୁଚାଇ, 

ଭାବନ୍ତି କେହି ଚିହ୍ନି ପାରିବେ ନାହିଁ, 

ହେଲେ ନିଜେ ରହନ୍ତି ବୋକା ହେଇ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy