Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Drama

5.0  

Ghanashyam Biswal

Drama

ମୁଖା

ମୁଖା

1 min
420


କେତେ ବଡ଼ ତୁମେ କେତେ ଯେ ମହାନ

ଅଟ ଯେ ମହାମାନବ

ଜଣାପଡ଼େ ତାହା ଧନୀ ହୋଇ ଯେବେ

ମନରେ ନଥାଏ ଗରବ ।


କେତେ ପୁଣ୍ୟବନ୍ତ, କେତେ ସଦାଚାରୀ

ଆଉ ପୁଣି ମହାପୁରୁଷ

ଜଣାପଡ଼େ ଯେବେ ପର ସ୍ତ୍ରୀ ଦେଖି

ମନରେ ନଥିବ କୁଭାବ ।


କେତେ ପରାକ୍ରମୀ, କେତେ ବୀରବର

ଆଉ ପୁଣି ରାଜକୁମାର

ଜଣାପଡ଼େ ଯେବେ ପରଦୁଃଖ ଦେଖି

କାନ୍ଦେ ତୁମ୍ଭ ବଡ଼ ହୃଦୟ ।


କେତେ ଧୌର୍ଯ୍ୟଶୀଳ, କେତେ ସାହସିକ

ଆଉ ପୁଣି ରୁଷି ମାନବ

ଜଣାପଡ଼େ ଯେବେ ଭୋକ ଉପାସରେ

ଖାଇବାକୁ ମୁଠେ ନଥିବ ।



Rate this content
Log in

Similar oriya poem from Drama