STORYMIRROR

Subhalaxmi Nayak

Tragedy

2  

Subhalaxmi Nayak

Tragedy

ମୁଖା

ମୁଖା

1 min
60

ନିଜର କହି ଦିଅନ୍ତି।

ଅନୁଭବରେ ନୁହେଁ ମ!

କଥାରେ କଥାରେ

ମନ ଭାଙ୍ଗିବାକୁ ଏଠି

ଶୁଳ୍କ ଲାଗେ ନାହିଁ ପରା

ସରଳ ବିଶ୍ୱାସୀ ହୃଦୟ ମଣିଷର

ସବୁଠାରୁ ଶସ୍ତା ଖେଳନା ଏ ଦୁନିଆର।

ବିଶ୍ୱାସ ନ କରିବ କେବେ ଅପାତ୍ରରେ ଦାନ

କେତେବେଳେ ହୋଇଯିବ ସଭା ମଧ୍ୟେ ହୀନିମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy