STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମୁ ସାଧାରଣ ମଣିଷ

ମୁ ସାଧାରଣ ମଣିଷ

1 min
259


ମୁ ସାଧାରଣ ମଣିଷଟିଏ

ଜୀବନ ଜଞ୍ଜାଳରେ ନୀତି ରହି ଥାଏ

କେତେ କଷ୍ଟ ନୀତି ସହୁଛି

ପରିବାର କଥା ସବୁ ବୁଝୁଛି

କେବେ ହସ ପୁଣି କେବେ କାନ୍ଦ

ଜାଣେ ନା ମିଛ ମାୟା ଛନ୍ଦ!

ସରଳ ଜୀବନରେ କେତେ

ଦୁଃଖ ସହୁଛି!

ଅନେକ କଟୁ କଥା ଭାରି ବାଧୁଛି

ଛୋଟ ସଂସାର ଭିତରେ ଜୀବନ ବିତୁଛି

ଅନେକ ସ୍ବପ୍ନ ମନେ ସାଇତି ରଖିଛି

କଳା ପ୍ରେମୀ ହୋଇ କଳାକୁ ଭଲ ପାଉଛି

ନୀତି ଲେଖା ଲେଖି କରିବା ନିଶା

ମୋ ହୋଇଛି,

ଅଳ୍ପରେ ମୁ ହୋଇ ଯାଉଛି ଜୀବନରେ ଖୁସି

ଇଶ୍ଵରଙ୍କୁ କରୁଛି ବିଶ୍ୱାସ ମୁ ବେଶୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational