STORYMIRROR

Suresh chandra Padhy

Romance

3  

Suresh chandra Padhy

Romance

ମୁ ପ୍ରେମିକ ଟିଏ

ମୁ ପ୍ରେମିକ ଟିଏ

1 min
165

ମୁଁ ଏମିତି ପ୍ରେମିକ ଟିଏ

ପ୍ରେମ କରିବାକୁ ମୋ ଭାରି ଇଚ୍ଛା ହୁଏ

ହେଲେ ପ୍ରେମ କରିବାକୁ ଖୋଜେ ସାଥି ଟିଏ 

ଦୁନିଆ ରେ ଖୋଜି ବୁଲେ ମିଳେ ନାହିଁ କିଏ

ମୋ ମନ ପ୍ରେମ ନିଶା ରେ ରହିଛି

କାହା ସାଥେ ପ୍ରେମ କରିବି ମୁ ଭାବୁଛି

ମୋତେ ଏମିତି ସାଥି ଦରକାର

ଯିଏ ବୁଝିବ ସଦା ମନ ମୋର

ମୁ ପ୍ରେମ ରେ ବୁଡି ଯାଉଛି

ମୋର ମନର ମଇନା କୁ ଖୋଜୁଛି

ପ୍ରେମ ବିନା ଜୀବନ ଟା ଫିକା ଫିକା ଲାଗୁଛି

ପ୍ରେମ କରିବାକୁ ଭାରି ଭଲ ଲାଗୁଛି

ପ୍ରେମ କରିବି ମୁ କାହା ସାଥିରେ

ପ୍ରେମିକା ଟେ ଲୋଡ଼ା ମୋ ଜୀବନରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance