STORYMIRROR

Sanjya Tripathy

Classics

2  

Sanjya Tripathy

Classics

ମଶାଣିର ଫୁଲ

ମଶାଣିର ଫୁଲ

1 min
102


ଗୋଟିଏ ଅକ୍ଷର ପାଇଁ ଯାଇଛି ପଥର ହୋଇ ।

ଏଠି ବାଲି ଦେବତା, ଏଠି ଗୋଡି ଦେବତା ।

ଏଠି ଶବ୍ଦ କବିତା, ପୁଣି ଭାବ କବିତା ।

ଅଜଣା ସହର ଏଇ ଗୁଜବ ରଚଇ ଯହିଁ ।


Rate this content
Log in

Similar oriya poem from Classics