Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Sasmita Das

Tragedy


2  

Sasmita Das

Tragedy


ମରୁଭୂମି

ମରୁଭୂମି

1 min 117 1 min 117

ଜୀବନର ମରୁଭୂମିରେ

କ୍ଲାନ୍ତ ପଥିକଟିଏ ମୁଁ

ଚାଲୁଅଛି ଏକା ଏକା ।

ଆଶା ସ୍ୱପ୍ନ ଏଠି,

ମରୁ ମରୀଚିକା ।

ଚାରିଆଡେ ଖାଲି

ଘନ କୁହେଳିକା ।

ଯାଯାବର ପରି

ବୁଲେ ଏଣେ ତେଣେ,

ବାଲିଝଡ଼ ଟିଏ

ଆସିଯିବ କାଳେ

କିଏ ଅବା ଜାଣେ ।

ତଥାପି ତୁଷାର୍ତ ପଥିକଟେ ମୁଁ

ରହିଥିବି ପ୍ରତୀକ୍ଷା ରେ !


 


Rate this content
Log in

More oriya poem from Sasmita Das

Similar oriya poem from Tragedy