STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ନାଟକର ନାଁ ଏକେଲା ଏକେଲା

ନାଟକର ନାଁ ଏକେଲା ଏକେଲା

1 min
216

ସଜନୀ ଗୋ...

ସଜଳ ନୟନେ ନେସି ଦିଅ ନୀଳ

ଉଛୁର ହେଲାଣି ବେଳ ଗୋ l

ସଜନୀ ଗୋ...

ଦୃଶ୍ୟ ଅନ୍ତ କାଳ ଦର୍ଶକ ପ୍ରବଳ

କେଉଁ ରଙ୍ଗ ମାଖି ନାଚିବି ମଞ୍ଚରେ

ହେବ ଅଭିନୟ କି ସଫଳ ଗୋ???

ସଜନୀ ଗୋ !

ନାଟକର ନାଁ ଏକେଲା ଏକେଲା

ଶୂନ୍ୟ ଅଛି ଭଙ୍ଗା ଥାଳ

ମାଣଟାକୁ ଆଉ ଦେଖି ପାରିବୁନି ସରିଲାଣି ଚାଉଳ ଗୋ l

ସଜନୀ ଗୋ...

ଅଭିନୟ ଶେଷ ଲାଗିଲାଣି ଶୋଷ

ଦିଅ ଟୋପେ ଗଙ୍ଗା ଜଳ

 ଯାତ୍ରା ଶେଷ ବୋଲି ହେବନି ନିରାଶ

ଅଛି ବଂଶେ ଅବିକଳ ନକଲ ଗୋ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy