STORYMIRROR

Amita Dash

Tragedy Inspirational

3  

Amita Dash

Tragedy Inspirational

ମରୁଭୂମି

ମରୁଭୂମି

1 min
193


ମରୁଭୂମି ସମ ଜୀବନଟା ମୋର

ବାଲିର ପାହାଡ଼େ ହୋଇଛି ଠିଆ

ଧୂଳିଝଡ ଆ‌ସି ଉଡାଇନେବ

ସେ ବଡ ଅମାନିଆ।

ଜୀବନ ଯୁଦ୍ଧରେ ହାରିଗଲାପରେ

କେତେ ଦିନ ରଖିବ ଏ ଧରା।

ଜୀବନଟା ମୋର ତୁଛ ଲାଗିଲାଣି

ମରୁଭୂମି ୟାଠୁ ଭଲ।

କିଛି ନ ହେଲେ ବାଲିଗଦାତ ଦିନେ କୋଳେଇ ନବ 

ଭୋକ,ଶୋଷର ଜ୍ଜାଳା ମେଣ୍ଟାଇବାକୁ କାହାକୁ କହିବ।

ଲମ୍ବା ଜୀବନରେ ସାଥୀଟିଏ ଲୋଡା।

ମୂକ ନୁହଁ ଯେ ମଉନେ ସମୟ କାଟିବ।

ଧନ ଦଉଲତ ସମସ୍ତଙ୍କ ଲୋଡା

ବୋକଚାବୁହା ତମେ ମରୁଭୂମି ଓଟ ସମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy