Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Horror Tragedy Inspirational

3  

Bharatabandhu Biswal

Horror Tragedy Inspirational

ମୃତ୍ୟୁ

ମୃତ୍ୟୁ

1 min
301



ମୃତ୍ୟ କଳା ବନ୍ଦ   ଭୟାନକ ବାକ୍ସ

     ଫିଟାଏ ସତ୍ୟ ଗୁମର

ସଚେତନ କରେ   ମୃତ୍ୟୁ ଅପମୃତ୍ୟୁ

    ଯାତ୍ରା ଚାଲେ ଜୀବନର ।


ସତ୍ୟ ହିଁ ଆଲୋକ   ପୁଣ୍ୟ ଲକ୍ଷ୍ୟପଥ

     ଜୀବନ ଏକ ସ°ଗ୍ରାମ

ଚାଲୁଛି ଚାଲିବ     ଯୁଦ୍ଧ ଅବିରତ

     ଜିଣିଛି ଜିଣିବ ଜୀବନ ।


ଅସ୍ତିତ୍ୱ ବିହୀନ   ମୃତ୍ୟୁ କାଳଯମ

    ଆସେ ଲୁଚି ପାଦଚିପି

କରେ ଶତଚେଷ୍ଟା   ଫନ୍ଦି କଉଶଳ

    ନ ପାରେ ଜନମ ବାନ୍ଧି ।


ଭୀରୁ କାପୁରୁଷ   ମୃତ୍ୟୁ ଅର୍ବାଚୀନ

     ଜୀବନ ସ୍ୱପରାକ୍ରମ

ନୁହେଁ ଭୟାତୁର    ପୁରୁଷ ଜୀବନ

     ତେଜୋଦୀପ୍ତ ସିଂହ ସମ ।


ଜୀବନ କରମ    ଜୀବନ ଧରମ

     ଜୀବନ ବିଜୟ ନାମ

ଜୀବନ ସାର୍ଥକ    ଅମୃତ ଆନନ୍ଦେ

    ଝରେ ସୁଧା ସ୍ନେହପ୍ରେମ ।

     


Rate this content
Log in

Similar oriya poem from Horror