STORYMIRROR

Tapan Dixit

Abstract

2  

Tapan Dixit

Abstract

ମୃତ୍ୟୁ ରୂପସୀ

ମୃତ୍ୟୁ ରୂପସୀ

1 min
13.7K


କିଏ ଜାଣେ କେବେ ମୃତ୍ୟୁ ରୂପସୀ 

ଅଭିସାର ଥିବ ରଚି 

ମଧୁ ଯାମିନୀର ଶେଜ ସାଜିଥିବ 

ଗୋଲାପ ଅତର ଛିଞ୍ଚି ,

କାହିଁକିବା ବନ୍ଧୁ ଆଉଟି ପାଉଟି 

ତୃଷ୍ଣାରେ ଯିବା ବଞ୍ଚି 

ଆସ ବସି ଢାଳି ଜୀବନ ମଦିରା 

ପିଇ ଜୀଇଁ ଯିବା କିଛି .... ।।

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract