STORYMIRROR

ପବିତ୍ର ବେହେରା , ସମ୍ବଲପୁର

Abstract

3  

ପବିତ୍ର ବେହେରା , ସମ୍ବଲପୁର

Abstract

ଭାରତ ମା

ଭାରତ ମା

1 min
12K

  ଭିଜେଇ ଦେଇ ଯା ଥରେ

ଭାରତ ମା ତୋ ସ୍ନେହରେ,

ଆଜି ଏ ସାରା ଭାରତ

ଡାକୁଛି ମା ଭକ୍ତିରେ।

ତତେ ଚାହିଁ ଶୋଈନାହିଁ

ଏ ଭାରତ ବାସୀ।

ଏ ଆମ ଭାରତ ମାଁ

ରଖିବା ତାର ନାଁ ।

ଭିଜେଇ ଦେଇ ଯା ଥରେ

ଭାରତ ମା ତୋ ସ୍ନେହରେ,

ଆଜି ଏ ସାରା ଭାରତ

ଡାକୁଛି ମା ଭକ୍ତିରେ।

ଭାରତ ସ୍ୱାଧୀନ ପାଇଁ

କେତେ କେତେ ବୀରଯୋଦ୍ଧା

ଦେଲେ ତାଙ୍କ ପ୍ରାଣବଳୀ,

ରଖିବା ପାଇଁ ଦେଶ ଜୀବନ

ହେବାରେ ଆମେ ପୁଣି

ତାଙ୍କ ପରି ଶକ୍ତିଶାଳୀ।।

ଏମୋ ମାଟି ଏମୋ ଦେଶ

   ମହାନ୍ ତାର ନାଁ,

ଏ ଆମ ଭାରତ ମାଁ

ରଖିବା ତାର ନାଁ ।

ଭିଜେଇ ଦେଇ ଯା ଥରେ

ଭାରତ ମା ତୋ ସ୍ନେହରେ,

ଆଜି ଏ ସାରା ଭାରତ

ଡାକୁଛି ମା ଭକ୍ତିରେ।।

ହିନ୍ଦୁ ଶିଖ୍ ମୁସିଲିମ୍

ହେଉ ପଛେ ଅଲଗା ନାମ

ଆମେ ଏକ ଯାରେ ଶୁଣି,

କହେ ଆସି ତ୍ରିରଙ୍ଗା ଝଣ୍ଡା

ଶାନ୍ତି ସମୃଦ୍ଧି ଏକତା କଥା

ମାନିବା ତାହାରି ବାଣୀ ।।

ଦେଶ ପାଇଁ କିଛି କରି

   ଗଢିବା ନୁଆଁ ନା ।।

ଏ ଆମ ଭାରତ ମାଁ

ରଖିବା ତାର ନା ।।

ଭିଜେଇ ଦେଇ ଯା ଥରେ

ଭାରତ ମା ତୋ ସ୍ନେହରେ,

ଆଜି ଏ ସାରା ଭାରତ

ଡାକୁଛି ମା ଭକ୍ତିରେ।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract