Win cash rewards worth Rs.45,000. Participate in "A Writing Contest with a TWIST".
Win cash rewards worth Rs.45,000. Participate in "A Writing Contest with a TWIST".

Raja Sekhar CH V

Abstract Classics Inspirational


3  

Raja Sekhar CH V

Abstract Classics Inspirational


ମୋର ଅଳି

ମୋର ଅଳି

1 min 152 1 min 152

ତୁମେ ହେଲ ଆମର ପ୍ରିୟ ଜଗାକାଳିଆ,

ମୋର ଏକକ ଅଳି ଶୁଣନ୍ତୁ ଆହେ କାଳିଆ,

ନିଜ କୃପଦୃଷ୍ଟି ସତତ ରଖନ୍ତୁ ନୀଳାଚଳିଆ,

ସର୍ବଦା ପ୍ରଦାନ କରନ୍ତୁ ମହାପ୍ରସାଦ ଥାଳିଆ |୧|


ମନୁଜ ରହିଲାନି ଆଉ ମନୋଜ୍ଞ ମନୋଜ,

ଦିନକୁଦିନ ଏବେ ହେଲାଣି ଦୁର୍ଜନ ଦନୁଜ,

ବିନତି ଶୁଣନ୍ତୁ ଆହେ ମୋ ବଳିଆ ଅନୁଜ,

ବଜାୟ ରଖନ୍ତୁ ବିଶ୍ୱର ମନୋହରୀ ମୁରୁଜ |୨|



Rate this content
Log in

More oriya poem from Raja Sekhar CH V

Similar oriya poem from Abstract