Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

ମୋର ଅଳି

ମୋର ଅଳି

1 min
160


ତୁମେ ହେଲ ଆମର ପ୍ରିୟ ଜଗାକାଳିଆ,

ମୋର ଏକକ ଅଳି ଶୁଣନ୍ତୁ ଆହେ କାଳିଆ,

ନିଜ କୃପଦୃଷ୍ଟି ସତତ ରଖନ୍ତୁ ନୀଳାଚଳିଆ,

ସର୍ବଦା ପ୍ରଦାନ କରନ୍ତୁ ମହାପ୍ରସାଦ ଥାଳିଆ |୧|


ମନୁଜ ରହିଲାନି ଆଉ ମନୋଜ୍ଞ ମନୋଜ,

ଦିନକୁଦିନ ଏବେ ହେଲାଣି ଦୁର୍ଜନ ଦନୁଜ,

ବିନତି ଶୁଣନ୍ତୁ ଆହେ ମୋ ବଳିଆ ଅନୁଜ,

ବଜାୟ ରଖନ୍ତୁ ବିଶ୍ୱର ମନୋହରୀ ମୁରୁଜ |୨|



Rate this content
Log in