STORYMIRROR

Subhakanta Sahu

Abstract

2  

Subhakanta Sahu

Abstract

ମୋବାଇଲ୍

ମୋବାଇଲ୍

1 min
13.2K



ତୁମ ମନ ମୋ ମନ

ଦୁଇଟି ହ୍ୟାଣ୍ଡସେଟ୍

ସିମ୍ କାର୍ଡ ପ୍ରେମ ନେଟ୍ୱ ।ର୍କ

ମୋ କଥା ଭାବିଲେ

ତୁମ ମନ ହ୍ୟାଣ୍ଡସେଟ୍ ରେ

ଡାଏଲ୍ ହୋଇଯାଉଥିଲା

ମୋ ସିମ୍ ର ନମ୍ବର୍ ।

ହୃଦୟ ସ୍ପନ୍ଦନ ରିଙ୍ଗ୍ଟୋନ୍

ବାଜୁଥିଲା ମୋ ମନ ହ୍ୟାଣ୍ଡସେଟ୍ ରେ

ମୁଭାବିଲେ ତୁମ କଥା

ଶଭୁଥିଲା ତୁମ କଣ୍ଠୁ

ସିଙ୍ଗ୍ଟୋନ୍ ଗୀତର ଗୁଞ୍ଜନ

ଆଜିକାଲି ନେଟ୍ୱ ।ର୍କ ଏତେ ବିଜି

ଯେତେ ଥର ଡାଏଲ୍ କଲେ ଶୁଣେ

ଦିସ୍ ନମ୍ବର ଇଜ୍ ବିଜି

କିମ୍ବା ଅଉଟ୍ ଅଫ୍ ରେଞ୍ଜ

କେତେ ଦିନ ବିଜି ଥବ

ମୋ ପ୍ରେମ ନେଟ୍ୱ ।ର୍କ ବାହାରେ

ଆଉ ଜାଳୁଥିବ ମୋତେ

ପ୍ରତିକ୍ଷଣେ ଜିଅନ୍ତା ଶରୀରେ ?


Subhakantasahu@rocketmail.com

ମୋ-୯୮୬୧୭୩୨୨୫୬

ଶୁଭକାନ୍ତ ସାହୁ,

ଗୋପବନ୍ଧୁ ହାଇସ୍କୁଲ୍,

ପୋଲସରା,ଗଂଜାମ,ପିନ୍-୭୬୧୧୦୫ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract