Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhakanta Sahu

Others

3  

Subhakanta Sahu

Others

ଆସିଛି ରଥଯାତରା

ଆସିଛି ରଥଯାତରା

1 min
14.3K


ଝୁଲିଝୁଲି ଆସେ ରଥ,

ବଳିଆ,ସୁଭଦ୍ରା ପଛରେ ଆସୁଛି

ହସି ହସି ଜଗନ୍ନାଥ ।

ହଲିହଲି ଆସେ ରଥ,

ଦେଶବିଦେଶରୁ ରଥଯାତ୍ରା ଦେଖି

ଭିଡ ବାନ୍ଧିଲେଣି ଭକ୍ତା

ଥିରିଥିରି ଡଆସେ ରଥ,

ଘଣ୍ଟ ,ଖୋଳ, ତାଳ ମାଦଳ ମାଡରେ

ପଡେ ଉଠେ ଶିରୀକ୍ଷେତ୍ର ।

ଝୁମଝୁମି ଆସେ ରଥ,

ତିନି ଠାକୁରଙ୍କ ପହଣ୍ଡି ସରିଛି

ରଥ ଟାଣୁଛନ୍ତି ଭକ୍ତ ।

ଚୁପିଚୁପି ଆସେ ରଥ,

ପହରା ସରିଛି ଗଜପତିଙ୍କର

ପଣ୍ଡା ଧରିଛନ୍ତି ବେତ ।

ରହି ରହି ଆସେ ରଥ,

ରଥେ ବସି ଜଗା ହାତ ଠାରି ଡାକେ

ଆସ ମୋ ଭକତ ଆସ ।

ଘିଡି ଘିଡି ଆସେ ରଥ,

ମାଉସୀ ଘରକୁ ଯାଉଛନ୍ତି ପ୍ରଭୁ

ଉଡାଇ ବିଜୟ ନେତ ।


ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ. ପୋଲସରା, ଗଞ୍ଜାମ ପିନ୍-୭୬୧୧୦୫

ମୋବାଇଲ୍-୯୮୬୧୭୩୨୨୫୬,

E-mail- subhakantasahu@rocketmail.com


Rate this content
Log in