ଦଶହରା
ଦଶହରା

1 min

7.3K
ଦଶହରା !
ଆଶିଣ ମାସର ଶୁକ୍ଳ ଦଶମୀରେ
ଏହି ପରବଟି ପଡେ ପରା ।
ଦଶହରା !
ମହିଷା ମର୍ଦ୍ଦିନୀ ଦୁର୍ଗା ଦେବୀଙ୍କର
ଏହିଦିନ ପୂଜା ହୁଏ ପରା ।
ଡଦଶହରା !
ଦୋକାନ ବଜାରା କଳକାରଖାନା
ଏ ଲାଗି ହୁଏ ସଫାସୁତରା ।
ଡଦଶହରା !
ସଭିଙ୍କ ଓଠରେ ହସ ଆଣିଥାଏ
ଦଶରା ବଜାର ଭଡ ପରା ।
ଦଶହରା !
ଦେଖ ଦେଖ ସବୁ ଘରେ ଛଣାହୁଏ
ଖସୀରେ ଆରିଷା କାକରା ।
ଦଶହରା !
ନାରୀ ନିର୍ଯ୍ୟାତନା ବଢିବଢି ଗଲେ
ମହାମାୟୀ ଜନମିବେ ପରା ।
ଦଶହରା !
ଆସରେ ପିଲାଏ ଗାଁ ପରିବେଶ
ନିରିମଳ କରିଦେବା ପରା ।
ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ. ପୋଲସରା, ଗଞ୍ଜାମ
ପିନ୍-୭୬୧୧୦୫
ମୋବାଇଲ୍-୯୮୬୧୭୩୨୨୫୬
E-mail: sahusubhakanta@gmail.com