STORYMIRROR

Debabrata Barik Debunu

Drama

3  

Debabrata Barik Debunu

Drama

ମୋ ଠୁ ବହୁ ଦୂରେ

ମୋ ଠୁ ବହୁ ଦୂରେ

1 min
11.7K

ଦୂରେ ଦୂରେ ତମେ

ମୋ ଠୁ ବହୁ ଦୂରେ

କେମିତି ଦେଖିବି କୁହ


ଅନା ବନା ଏଇ 

ମନର ଭାବନା  

କେମିତି କହିବି ତତେ


ରାତି ରାତି ତମେ

ସ୍ୱପ୍ନ ରେ ଆସୁଛ

କିମିଆ କରୁଛ ମତେ


ଆମ ଏ ପ୍ରେମ ର

ସନ୍ଧାନରେ ଆଜି

ନିଜ କୁ ଭୁଲିଛି ଯେତେ


ନିଜ ଠୁ ନିଜର

କରିବି ତୁମକୁ 

ସପନେ ହେଉଛି ଝୁରି


ତମେ ପ୍ରିୟା ତୁମ

ଇଚ୍ଛା ର ଇଶ୍ୱରୀ

ମୁହଁ ମୋଡି ଯାଅ ଚାଲି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama