STORYMIRROR

SAHADEV PARIDA

Romance

4  

SAHADEV PARIDA

Romance

ମୋ ସ୍ମୃତି ରେ ତୁମେ

ମୋ ସ୍ମୃତି ରେ ତୁମେ

1 min
302

ହେ ମୋ ପ୍ରିୟତମା

ଅନୁ ରୂପେ ଅନୁପମା

ମୋ ମନ ପିଞ୍ଜରାର

ତୁହି ମୋ ମଇନା ।

ତୋ ରୂପ ମାଧୁରୀର

ନାହିଁ ନା ଉପମା

ଘନ ଅନ୍ଧାରରେ

ତୁମେ ମୋ ପୂର୍ଣ୍ଣିମା

ଶୀତଳ ଜ୍ୟୋସ୍ନା ।

ମୋ ସ୍ମୃତିରେ ତୁମେ

ସଦା ରହି ମଗ୍ନା

ଶାନ୍ତିର ପରଶ ଦିଅ

ହେ ପ୍ରିୟତମା ।


Rate this content
Log in

Similar oriya poem from Romance