Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

4.0  

kahnu charan sahu

Abstract

ମୋ ଶୁଖିଲା ହୃଦୟରେ ବର୍ଷା ଜଳ

ମୋ ଶୁଖିଲା ହୃଦୟରେ ବର୍ଷା ଜଳ

1 min
242


ଯେଉଁ ଆଡେ ଦେଖ 

ମାନବର ଚିତ୍କାର

ତ୍ରାହି ତ୍ରାହି ଡାକେ

ଈଶ୍ୱର ହେ ରକ୍ଷା କର ।

ଏ କି ନିୟମ ତୁମ ସୃଷ୍ଟିର 

ଦେଖି ପାରୁ ନାହିଁ ଆଉ

ଏ ଶୁଖିଲା ହୃଦୟ...

ଅସମ୍ଭାଳ କୋହ

ଆଖିରେ ଇନ୍ଦ୍ରାବତୀ ଲୁହ

ସଜାଡ଼ିବାକୁ ଶ୍ମଶାନ କାଠ

ଲାଗୁଚି ଭୟ...

ଲୁହର ବର୍ଷାରେ

ଭିଜୁଛି କେବଳ ଏ ଶୁଖିଲା ହୃଦୟ ।।


Rate this content
Log in

Similar oriya poem from Abstract