Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

kahnu charan sahu

Abstract


4.0  

kahnu charan sahu

Abstract


ମୋ ଶୁଖିଲା ହୃଦୟରେ ବର୍ଷା ଜଳ

ମୋ ଶୁଖିଲା ହୃଦୟରେ ବର୍ଷା ଜଳ

1 min 233 1 min 233

ଯେଉଁ ଆଡେ ଦେଖ 

ମାନବର ଚିତ୍କାର

ତ୍ରାହି ତ୍ରାହି ଡାକେ

ଈଶ୍ୱର ହେ ରକ୍ଷା କର ।

ଏ କି ନିୟମ ତୁମ ସୃଷ୍ଟିର 

ଦେଖି ପାରୁ ନାହିଁ ଆଉ

ଏ ଶୁଖିଲା ହୃଦୟ...

ଅସମ୍ଭାଳ କୋହ

ଆଖିରେ ଇନ୍ଦ୍ରାବତୀ ଲୁହ

ସଜାଡ଼ିବାକୁ ଶ୍ମଶାନ କାଠ

ଲାଗୁଚି ଭୟ...

ଲୁହର ବର୍ଷାରେ

ଭିଜୁଛି କେବଳ ଏ ଶୁଖିଲା ହୃଦୟ ।।


Rate this content
Log in

More oriya poem from kahnu charan sahu

Similar oriya poem from Abstract