STORYMIRROR

Krushna Chandra Dakua

Classics

3  

Krushna Chandra Dakua

Classics

ମୋ ସହ ଖେଳ

ମୋ ସହ ଖେଳ

1 min
415

ଲେଖା ଲେଖି 

ମୋ ଦ୍ଵାରା ହେଉଛି ବୋଲି

କଣ ଖେଳୁଚ ମୋ ସହ ଖେଳ

କିଛି ଜାଣୁ ନାହିଁ 

ମୁଁ ତାହାର ସଂଜ୍ଞା


ଜୀବନ ଯାତ୍ରା ଲେଖିବା ପାଈଁ 

ତୁମେ ପ୍ରେରଣା ଦେଇଛ ଏବଂ

ମୁଁ ଲେଖୁଛି 

ହେଲେ ସେ ସବୁ 

କ'ଣ କେହି ସହ୍ୟ କରିପାରୁ ନାହାନ୍ତି

ନା ଅନ୍ୟ କିଛି

କିଛି ବୁଝି ହେଉନି


କିଏ ତ ଏ ପ୍ରେମକୁ 

ସମ୍ବର୍ଦ୍ଧିତ କରିବା ପାଇଁ ଡାକୁଛି

ପୁଣି କିଏ କଥା କଥାରେ 

ମଜ୍ଜା କରୁଛି

ହଁ ଯାହା ହାତରେ 

ଯାହା ଅଛି କରିଚାଲ କିନ୍ତୁ

ମୁଁ ଆଊ ଫେରିବାର ନାହିଁ 

ଏବେ ମୁଁ ମୋ ରାସ୍ତାରେ


କବିତାର ସଂଜ୍ଞା 

ନଅଜାଣି ନଅସୁଣି ଅବା ନଅବୁଝି

କବିତା ପ୍ରେମରେ ପଡ଼ି 

ଭାଷା ସାହିତ୍ୟକୁ ଆପଣାଇ ନେଇଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics