STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

ମୋ'ର ପ୍ରିୟ ପ୍ରାଣପ୍ରିୟା

ମୋ'ର ପ୍ରିୟ ପ୍ରାଣପ୍ରିୟା

1 min
158


ସାଙ୍ଗେ ସାଙ୍ଗେ ଲୁହର ବନ୍ୟା

କେତେ ମିଠା ମିଠା କଥା

ଟିକି ଟିକି ଗୋଲାପୀ ଓଠରେ ହସ

ରିମଝିମ୍ ଚାଲି

ସବୁବେଳେ ମହକାୟେ

ମୋର ନିବୃତ କକ୍ଷକୁ

ଅବୁଝା ଆଖିରେ 

ତା'ର ଅନେକ ଭାବନା

ଅନେକ ପ୍ରତିବିମ୍ବ

ଚକଚକ କରେ

ଯୌବନର ଖିଆଲି ନିଶାରେ

ଲୋଭି ହରିଣୀଟି ପରି

ଚାହିଁ ରହେ

ମୋର ଫେରିବା ବାଟକୁ

ସେ ଆଉ କେହି ନୁହେଁ

ମୋର ଅନ୍ତରତ୍ମା

ମୋ'ର ପ୍ରିୟ ପ୍ରାଣପ୍ରିୟା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance