STORYMIRROR

Koushik Lenka

Romance

3  

Koushik Lenka

Romance

ମୋ ପ୍ରିୟା

ମୋ ପ୍ରିୟା

1 min
312

କିଏ କହେ ତମେ ଶିଶିର ର ବନ୍ୟା

ଆଉ କିଏ କହେ ତମେ ପରୀ ରାଇଜର ରାଜକନ୍ୟା।।

କିଏ କହେ ତମେ ପ୍ରୀତି ଫଗୁଣର ଅଦିନ ଝଡ଼

ଚୋରା ଚ‌ଇତିର ଝରା ଗଙ୍ଗଶିଉଳି ପରି ଲଗାଅ ଭିଡ଼।।

ତମେ ମୋ ପ୍ରେମ ଦୁନିଆଁର ନୂଆ ସକାଳ

ମଧୂ ପାଇଁ ମକ୍ଷିକା ଯେମିତି ହୁଅଇ ପାଗଳ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance