STORYMIRROR

BULU BEHERA

Romance

3  

BULU BEHERA

Romance

ମୋ ମନର ମଇନା

ମୋ ମନର ମଇନା

1 min
210


ମୋ ମନର ମଇନା

ଆଗୋ ମୋ ସୁନୟନା l

ତୁମକୁ ମୁଁ  ଝୁରିଝୁରି

ହେଲି ପ୍ରେମ ଦିୱାନା l (0)


କିମିଆଁ କଲ ମୋତେ,

ଜାଣିପାରୁନି  ସତେ l

ରାତି ଦିନ  ଆଖିରେ,

ନାଚୁଛ  ତୁମେ କେତେ l

ଆସ ଥରେ  ପାଖକୁ,

ଧରା ଦେଇ  ଯାଆନା l

ମୋ...................... l(1)



କେତେ  ଭଲ ପାଉଛି,

ସତ କଥା କହୁଛି l

ତୁମ ପ୍ରେମ ଜାଲରେ,

ସତେ ପଡି ଯାଇଛି l

ଭଲ ପାଇବା ବୋଧେ,

ଖାଲି ମିଛ ବାହାନା  

ମୋ.........................|(2)





Rate this content
Log in

Similar oriya poem from Romance