STORYMIRROR

Debabrata Barik Debunu

Abstract

2  

Debabrata Barik Debunu

Abstract

ମୋ ମନ ମୟୂରୀ

ମୋ ମନ ମୟୂରୀ

1 min
246

ତୁମ ଆଖି ଆଗରେ

 ଜଣେ ରହିଛି ଲୁଚି

ମୁରୁକି ମୁରୁକି ହସୁଛି

  କହି ପାରୁନି କିଛି

କେତେ ଭଲ ପାଏ ଜାଣିନି

 ମୁଁ ଯେ ପ୍ରେମ ପାଗଳ

ରାତି ରାତି ବସି ଭାବୁଛି

  ପ୍ରେମେ ହେଇ ବିଭୋର

ନିଦ ନାହିଁ ଏଇ ଆଖିରେ

  ରାତି ଯାଉଛୁ ସରି

ଆସିବ ବୋଲି ମୁଁ ଚାହିଁଚି

 ମୋ ଆଖିକୁ ବୁଜି

ସପନ ପ୍ରେୟସୀ ମୋର

 ଆଗୋ ବର୍ଷା ର ରାଣୀ

କେବେ ଆସି ପାଖେ ରହିବ

  ଦିନ ଗଡି ଗଲାଣି

କେବେ ଯେ ଘଟିବ ଅନ୍ତ

 ଏତେ ଅପେକ୍ଷା କରି

ଆସିବ କେବେ ତ କୁହ

ମୋ ମନ ମୟୂରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract