ମୋ ମାଁ
ମୋ ମାଁ
ସର୍ଗ ଠାରୁ ବଡ ଆକାଶ ଠୁ ବେଶି
ସମୁଦ୍ରର ସେ ଅଟେ ଜଳରାଶି ।
ତା ପଣତକାନି ଶ୍ରୀମନ୍ଦିର ନେତ
ବିିପଦେ ଆମକୁ ରକ୍ଷା କରେ ସେତ ।
ଭାବେ ନାହିଁ ସେ କାହାକୁ ବି ପର
କରୁଣାମୟୀ ସେତ ଦୟାର ସାଗର ।
ତା ପାଦରେ ଥାଏ ସରଗର ସୁଃଖ
ଦୂୂରତା ବି ଲାଗୁଥାଏ ପାଖ ।
ଗାଳି ମାଡ ଦେଇ ସପନ ଦେଖାଏ
ବୁୁଝେ ମୋର ସବୁ ଅଳି ।
ଦୁୁଃଖ କଷ୍ଟ ଆସିଲେ ବି ବଞ୍ଚିବା ଶିିଖାଏ
କଷଣେ ନ ଯାଏ ଡରି ।