STORYMIRROR

Chandramani Kandi

Children

3  

Chandramani Kandi

Children

ମୋ ବାପା

ମୋ ବାପା

1 min
436

କିଏସେ ହେବ ମୋ ବାପାଙ୍କ ସରି ,

ଚାଲି ଶିିଖାଇବେ ହାତ ମୋ ଧରି ।


କାନ୍ଦୁଥିଲେ ପୋଛନ୍ତିି ସେ ଆଖିରୁୁ ମୋ ଲୁହ ,

ଦାଣ୍ଡେ ନ ଦେଖିଲେ ମତେ ଉଠୁଥାଏ କୋହ ।


ମନ ଜାଣି ଆଣନ୍ତି ସେ ମୋ ପାଇଁ ଦରବ ,

ସେଥିପାଇଁ ମୋ ମନରେେ କେତେ ଯେ ଗରିବ ।


ଭୁଲ୍ ଥିିଲେ ବୁଝାନ୍ତି ସେ ନ ଦେଇ ଯେ ଗାଳି,

ଗେଲରେ ସେ ଡାକୁଥାନ୍ତି ମତେ ଝିଅ ବୋଲି ।


ବା ମାନେ ବାୟୁ ପା ମାନେ ପାଣି ,

ତାଙ୍କ ବିନା ଜଗତ କୁ ଆମେ ଆସି ପାରିବାନି ।


ଜଗନ୍ନାଥଙ୍କ ପାଦପଦ୍ମ ରେ ଏତିକି ମୋ ଅଳି ,

ସବୁ ବାପା ହୁଅନ୍ତୁ ମୋ ବାପାଙ୍କ ଭଳି ।


Rate this content
Log in

Similar oriya poem from Children