ଶିକ୍ଷା
ଶିକ୍ଷା
ଶିକ୍ଷା ବିନା କେହି ପାଏ ନାହିଁ ଜ୍ଞାନ
ଏ ସାରା ବିଶ୍ବ ବ୍ରାହ୍ମଣ୍ଡେ ,
ମାନବ ଜୀବନେେ ଶିକ୍ଷା ତ ପ୍ରଧାନ
କେହି ଭୁଲ ନାହିଁ ଦଣ୍ଡେ ।
ମାନବ ଜୀବନେ ଶିକ୍ଷା ମନଦଣ୍ଡେ
ବୋଲାଏ ସେ ମୁଖ୍ୟ ଜନ ,
ନପାାଇଲେ ଶିକ୍ଷା ମାନବ ଜୀବନ
ପଶୁ ପକ୍ଷୀ ଠାରୁ ହୀନ।
ଶିକ୍ଷା ବଳେ ଆଜି ଜିଣିଛି ବିଶ୍ବକୁ
ଏଇ ଯେ ମାନବ ଜାତି ,
ଶିକ୍ଷା ସଭ୍ୟତାରୁ ପାଇଛି ପ୍ରସିଦ୍ଧି
ବିଶ୍ଵରେ ସେ ଶ୍ରେଷ୍ଠ ଜାତି ।
ମାନବ ଜୀବନେ ଶିକ୍ଷା ମୂଳ ପିିିିଣ୍ଡ
ସମାଜେ ବଞ୍ଚିବା ପାଇଁ ,
ଆଖି ଥାଇ ଅନ୍ଧ ହୋଇଥାଏ ଲୋକ
ଶିକ୍ଷା ଯିଏ ପାଇ ନାହିଁ ।
ଶିକ୍ଷା ପାଇ ଜନ ହୁଏ ବୁୁଦ୍ଧି ଜ୍ଞାନ
ସମାଜେ ଲଗାଏ ହିିତେ ,
ନଥିିିଲେଟି ଶିକ୍ଷା ହୋଇଥାନ୍ତେ ବୋକା
ସମାଜରେ ଆମେ ଯେତେ ।।
