STORYMIRROR

Chandramani Kandi

Children

3  

Chandramani Kandi

Children

ମୋ ଓଡିଶା

ମୋ ଓଡିଶା

1 min
3.2K

କେତେ ମହାନ ଏ ମୋ ପ୍ରଦେଶ

ଉତ୍କଳ ନାମେ ଜାଣେ ସାରାଜଗତ।


ସମୃୃୃଦ୍ଧ ସଂସ୍କୃତି ସୁଶୀଳ ଭାଷା

ନିଆରା ପରମ୍ପରା ଲେଖେ ଚିରଗାଥା।


କୋଣାର୍କ ଅଟଇ ତାର କୀର୍ତ୍ତିର ବେଳା

ଚନ୍ଦ୍ରଭାଗା ମୁୁହାଣେ ହୋଇଛିି ତୋଳା।


ଚାରିଧାମରୁ ଜଗନ୍ନାଥ ଧାମ

ଓଡିଶାର ପୁରୀରେ ବୀରାଜମାନ।


ଭୁବନେଶ୍ବର ଅଟେ ମନ୍ଦିରମାଳିିନୀ

ବିଶ୍ଵଦରବାରେ ସୌନ୍ଦର୍ଯ୍ଯ ଭୂଷିଣି।


ହିନ୍ଦୁ ମୁସଲିମ୍ ପ୍ରଭାବିତ ଏକ ସ୍ରୋତେ

ଭାତୃତ୍ବର ଭାବ ଏଠିି ଫୁଟି ମହକେ।


ବର୍ଷକୁ ଭଳି ଭଳି ପର୍ବର ଆସର

ତା ସାଥୀକୁ କେତେ ଓଷା ବାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children