STORYMIRROR

padmaja pati

Drama

4  

padmaja pati

Drama

ମୋ ମାଆ

ମୋ ମାଆ

1 min
372

ସାରା ଦୁନିଆକୁ ଦେଖି ଆସିଲି ମୁଁ

ମାଆ ପରି ନାହିଁ କିଏ

ହାତୀ, ଘୋଡା ପରି ପିଠିରେ ବସାଇ

ହସି ହସାଇବ ଯିଏ ।

ଦେଖି ନିତି ତା'ର ହସ ହସ ମୁହଁ

ଶୁଣି ମଧୁବୋଳା କଥା

ଆନନ୍ଦେ ଅଧୀର ହେଉଅଛି ମୁହିଁ

ସରାଗେ ଟେକି ମୋ ମଥା ।

ଡାଳ ସାଥେ ଫୁଲ ନିଆଁ ସହ ଝୁଲ

ରହିଥାଏ ଯେଉଁଭଳି

ମୋ ମାଆ ମୋ ସାଥେ ରହିଅଛି ସଦା

ପାରିବି କି ତାକୁ ଭୁଲି?


Rate this content
Log in

Similar oriya poem from Drama