ମୋ ମାଆ
ମୋ ମାଆ
ମାଆ ଆଜି ମୁଁ ବଡ ହୋଇଯାଇଛି
ମୋ ପିଲାଦିନ କଥାସବୁ ମନେପଡୁଚି।
ମୋର ଅଜ୍ଞାନ ବୟସ
ମାଆ ତୋର ସ୍ନେହର ପରସ
ମୋର କୁନିକୁନି ଓଠର ହସ
ମାଆ ତୋର ମଧୁର ରସ ।
ମୋର ଛୋଟବଡ ଦୁଷ୍ଟାମୀ
ମାଆ ତୋର ମାଡଗାଳି
ମୋର ରାଗରୁଷା ଅଭିମାନ
ତୁ ମୋ ବାଟଚାହିଁ ବସିଥାଉ ସାରାଦିନ ।
ମାଆ ଆଜି ମୁଁ ବଡ ହୋଇଯାଇଛି
ମୋ ପିଲାଦିନ କଥାସବୁ ମନେପଡୁଚି।
ମୋର ଅଜ୍ଞାନ ବୟସ
ମାଆ ତୋର ସ୍ନେହର ପରସ
ମୋର କୁନିକୁନି ଓଠର ହସ
ମାଆ ତୋର ମଧୁର ରସ ।
ମୋର ଛୋଟବଡ ଦୁଷ୍ଟାମୀ
ମାଆ ତୋର ମାଡଗାଳି
ମୋର ରାଗରୁଷା ଅଭିମାନ
ତୁ ମୋ ବାଟଚାହିଁ ବସିଥାଉ ସାରାଦିନ ।