STORYMIRROR

Pramila Mohanty

Drama

3  

Pramila Mohanty

Drama

ମୋ ମା ମୁଁ ଓ ମୋ ଝିଅ

ମୋ ମା ମୁଁ ଓ ମୋ ଝିଅ

1 min
155


ମୋ ମା ପନ୍ଧୁ ଥିଲା ସୁତା ତନ୍ତ

ବୁଣା ଶାଢ଼ୀ ମୁଁ ପନ୍ଧିଲି

ପୋଲିଷ୍ଟର ପ୍ରକ୍ ମୋ

ଝିଅ ପିନ୍ଧିଚି ରେଶମୀ ଜାମା

ଯାଏ ଯେତେବେଳେ ବୂଲି

ମୋ ମା ରୋଷେଇ କରୁଥିଲା

ମାଟି ହାଣ୍ଡିରେ ରସ ଡେକ୍ଚିରେ

ଆଉ ମୁଁ ବ୍ଯବହାର କଲି ଷ୍ଟିଲ

ମୋ ଝିଅ ବ୍ଯବହାର କରୁଚି

ନନ୍ ଷ୍ଟିକ କୁକେର 

ବାଜେ ହୁଇସିଲି

ମୋ ମା ପିନ୍ଧୁଥୁଲା ଚପଲ ଯୋତା

ଆଊ ମୁଁ ପିନ୍ଧି ଲି ହାପ୍ ହିଲ୍

ମୋ ଝିଅ ପିନ୍ଧୁଚି ପଇଁଟେଡ

ହିଲ୍ ତା ଉପର ଷ୍ଟୋନ ଦିଶେ

ଝିଲି ମିଲି

ମୋ ମା ହାତରେ ନାଉଥିଲା 

ମାଟି ଶଙ୍ଖା ମୁଁ ପିନ୍ଧିଲି ପାଣି

ଚୂଡି ମୋ ଝିଅ ପିନ୍ଧେ

ଗୋଟେ ହାତେ ଭେସଲେଟ୍

କହିଲେ ହସେ

ଖିଲିଖିଲି

ବଦଳି ଗଲାଣି ସବୁ ଢ଼ଙ୍ଗ

ଯିଏ ଯେମିତି ପାରେ ଚଳି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama