STORYMIRROR

Purnima Prusty

Abstract

2  

Purnima Prusty

Abstract

ମୋ ହାତ ଧରି ଚାଲୁଥା

ମୋ ହାତ ଧରି ଚାଲୁଥା

1 min
238

ଏତେ ଭିଡ଼ରେ ବି  ଲାଗେ ଏକା ଏକା 

   ମୋର ତୁ ଏକା ବନ୍ଧୁ ଆଉ ଶଖା 

ହୃଦ ମନ୍ଦିର ରେ  ଛବି ତୋର ଅଙ୍କା 

  ବୁଜିଲେ ଆଖି ତୁ ହେଉ ଦେଖା 


ଦୁଃଖରେ କେବେ ଲୋଡୁ ନାହିଁ ସାହା 

  ସୁଖରେ ମୋ ଖାଲି ସାଥେ ଥା 

ଜୀବନର ଚଲା ପଥେ ମୋ

     ହାତ ଧରି ଚାଲୁଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract