STORYMIRROR

sudhakar sethi

Classics

3  

sudhakar sethi

Classics

ମୋ ଦେଶ ବଦଳୁଛି

ମୋ ଦେଶ ବଦଳୁଛି

1 min
27

ଦେଶ ମୋ ହସୁଛି ଦେଶ ମୋ ବଢୁଛି

ଦୃତ ପ୍ରଗତି ପଥେ 

ଏକମନ ହୋଇ ଚାଲିଲେ ସାଥିରେ 

ଶ୍ରେଷ୍ଠ ହେବ ସେ ଜଗତେ


ଛଳନା ଶଠତା ଛାଡିଦିଅ ଭାଇ

ଦେଖ ମାଟି ମା ବଢାଇଛି ହାତ

କିଏ ବା କଣ ନେଇଯିବ ଏଠାରୂ

ଲୋଭ କାହିଁକି ଅନେକ 


କେତେ ବଳିଦାନ ଅତ୍ମବିସର୍ଜନ 

ସ୍ବାଧିନତା ଟିକକ ପାଇଁ 

ଆଜି ସବୁଥାଇ ହତଭାଗା ହେବାନି 

ଆସ ଶପଥ ନେବାରେ ଭାଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics