STORYMIRROR

ସନାତନ ଦାସ

Classics

3  

ସନାତନ ଦାସ

Classics

ମୋ ଭାରତ ମାତା

ମୋ ଭାରତ ମାତା

1 min
243

ଇଏ ସେଇ ମାଟି , ଯାହାର ପାଣି ପବନ ରେ ମୁଁ ହୋଇଛି ଗଢା,


ଇଏ ସେଇ ଦେଶ ଯାହାର ଛବି ମୋ ହୃଦୟରେ ହୋଇଛି ଛନ୍ଦା,


ଇଏ ସେଇ ପବିତ୍ର ଭୂମି, ଯାହାର ମସ୍ତକରେ ହିମାଳୟ ଶୋଭିତା,


ଇଏ ସେଇ ଦେଶ ଯାହାର ନୀଳ ସାଗର ର ଜଳ ରାଶିରେ ହୁଏ ପଦ ଧଉତା,


ଇଏ ସେଇ ଦେଶ, ଯୋଉଠି 

ଭିନ୍ନତା ରେ ମଧ୍ୟ ଥାଏ ଏକତା,

ମୁଁ ଗର୍ବିତ ଏକ ଭାରତବାସୀ.

ଭାରତ ମୋର ପୂଜିତ ମାତା !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics