STORYMIRROR

Bhakta Charan Sunani

Romance

4  

Bhakta Charan Sunani

Romance

ମୋ ଅବୁଝା ମନ

ମୋ ଅବୁଝା ମନ

1 min
422

ନା ସ୍ବପ୍ନରେ ଭିଜୁଥିବା ରାତି

ନା ସ୍ମୃତିରେ ହଜୁଥିବା ଦିନ

କିଏ ବୁଝିପାରେ ପ୍ରିୟା ଏଠି ତମ ଛଡା

ଯେବେ ଝୁରେ ତମକୁ

ମୋ ଅବୁଝା ମନ।


ନା ଖୁସିରେ ହସୁଥିବା ତାରା

ନା ପ୍ରେମରେ ଭାସୁଥିବା ଜହ୍ନ

କିଏ ବୁଝିପାରେ ପ୍ରିୟା ଏଠି ତମ ଛଡା

ଯେବେ ଖୋଜେ ତମକୁ

ମୋ ଅବୁଝା ମନ।


Rate this content
Log in

Similar oriya poem from Romance