ମନ୍ତ୍ର
ମନ୍ତ୍ର
ଗର୍ବ ଯେବେ ଗୌରବ ହୁଏ
ସଂଜ୍ଞା ବଦଳି ଯାଏ
ଟୋପାଏ ଲୁହ ଯେବେ
ଶୀତ ସକାଳର କାକର
ଵିନ୍ଦୁ ଭଳି ଝଲସେ
ଜୀଵନ ଏକ ଯଜ୍ଞ
ଜୀବନ ଏକ ଅନୁଷ୍ଠାନ
ମୁଁ କିନ୍ତୁ ସଫଳତାର
ଗୀତ ଗାଏ ମନ୍ତ୍ର ପଢେ ।।
ଗର୍ବ ଯେବେ ଗୌରବ ହୁଏ
ସଂଜ୍ଞା ବଦଳି ଯାଏ
ଟୋପାଏ ଲୁହ ଯେବେ
ଶୀତ ସକାଳର କାକର
ଵିନ୍ଦୁ ଭଳି ଝଲସେ
ଜୀଵନ ଏକ ଯଜ୍ଞ
ଜୀବନ ଏକ ଅନୁଷ୍ଠାନ
ମୁଁ କିନ୍ତୁ ସଫଳତାର
ଗୀତ ଗାଏ ମନ୍ତ୍ର ପଢେ ।।