STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ଗାନ୍ଧୀ ଜୟନ୍ତୀ

ଗାନ୍ଧୀ ଜୟନ୍ତୀ

1 min
716


ଆମେ ତୁମକୁ ଭୁଲିଗଲୁଣି ବାପୁ

ତୁମ ପ୍ରତିମା 

କେବଳ ତୁମ ଜନ୍ମ ବାର 

ତିରୋଧାନ ଦିବସରେ ମାଳା ଦେଇ ଦେଇ

ନିଜ କର୍ତ୍ତବ୍ୟ ସାରୁ।

ଦେଶ ସେବା ରାଜନୀତିର ମୂଳମନ୍ତ୍ର 

ନୁହେଁ ଏବେ।

ଆମେ ନେଇ ନେଇ ନେତା

ଆମେ ଭୋଟ କର ଦେଇ ଦେଇ ଦାତା

ବର୍ତ୍ତମାନର ସେବା ମନୋଭାବ 

ମିଛ ଦେଖାଣିଆ 

ତୁମ ଶାନ୍ତି ଅଂହିସା ମନ୍ତ୍ର

ସଭିଏଁ ପାଶୋରି ଦେଲେଣି

ଛୋଟ ଛୋଟ କଳି 

ମହାଭାରତ ହୁଏ।

ତୁମେ ଆଉ ଥରେ ଫେରନ୍ତନି

ରାମରାଜ୍ୟ ସତ କରିବା ପାଇଁ।

ଗାଁ ର ପ୍ରକୃତ ବିକାଶ ରେ 

ଆମ ଭାରତ ହସନ୍ତl 

ପ୍ରତି ଘରେ ଚରଖl ଥାଆନ୍ତl 

ଆମେ ସତ୍ୟ ଧର୍ମ ଅଂହିସା ର 

ମନ୍ତ୍ର ଫୁଲ ପରି ଫୁଟନ୍ତା 

ସବୁ ଶିଶୁର ମନରେ।

ସବୁ ଠି ବାଜୁ ଥାଆନ୍ତା

ବୈଷ୍ଣବ ଜନ ତୁ ତେନରେ କହିଏ 

ପିର ପରlଏ ଜାନାରେ 

ପର ଦୁଃଖେ ଉପକାର ଜୋ 

ମନ ଅଭିମାନ ନା ମାନରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational